STORYMIRROR

Sagarika Padhy

Others

3  

Sagarika Padhy

Others

ମା

ମା

1 min
354

କାନ୍ଦିଲେ ହସାଏ, ରାଗିଲେ ବୁଝାଏ

ତା ପରି ହେବ କିଏ

ମା ପରା ମୋର ସିଏ

ରାଗ, ଅଭିମାନ ନଥାଏ ତା ମନେ

ସବୁକୁ ମନାଇ ନିଏ

ତା ପରି ହେବ କିଏ

ମା ପରା ମୋର ସିଏ


ଜନ୍ମରୁ ଅଳି କୁ ପଣତ କାନି ରେ

ବାନ୍ଧି ରଖିଥାଏ ଯିଏ

ସବୁରି ଆଖିରେ ଖୁସିକୁ ଭିଜାଇ

ନିଜେ ଦୁଃଖ ସବୁ ସହେ


ତା ପରି ନାହିଁ ଜଗତେ କେହି

ଏକ ତ ଅଟଇ ଯିଏ

ମା ପରା ମୋର ସିଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sagarika Padhy

ମା

ମା

1 min ପଢ଼ନ୍ତୁ

କ୍ଷମା

କ୍ଷମା

1 min ପଢ଼ନ୍ତୁ

ଭାଗ୍ୟ

ଭାଗ୍ୟ

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ