STORYMIRROR

Suresh chandra Padhy

Comedy

3  

Suresh chandra Padhy

Comedy

କନିଆ ଦେଖା

କନିଆ ଦେଖା

1 min
289


ଝିଅ ଦେଖିବାକୁ ଯାଇ ଥିଲି ଗାଁକୁ

ଭାରି ମନ ଥିଲା ଝିଅ ଦେଖିବାକୁ

ଭାବି ଥିଲି ଆଣିବି ଗୋଟେ ସୁନ୍ଦରୀ

ଯିଏ କରୁ ଥିବ ମୋର ମନ କୁ ଚୋରି

ଝିଅ ଦେଖି ମୋତେ ଲାଜେଇ ଗଲା

ତାର ରୂପ ଦେଖି ମୋ ମନ ଫିକା ପଡିଲା

ଝିଅ ର ମୁହଁ ଥିଲା ହସ ହସ

ଝିଅ କୁ ଦେଖି ହୋଇ ଗଲି ମୁ ବେହୋସ

ଭାବି ଥିଲି ଆଣିବି ଘରକୁ ରାଜ ରାଣୀ

ହେଲେ ଝିଅ ଦେଖି ଲାଗିଲା ସତେ ଅବାଚାକରଣୀ

କନିଆ ଦେଖି ମୋ ମନ ଝାଉଁଳି ଗଲା

 ଝିଅ ଏବେ ବାହା ହୋଇ ଆଉ କାହାର ହେଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy