STORYMIRROR

Balaram sahoo

Classics

3  

Balaram sahoo

Classics

କିଏ ନିଜର

କିଏ ନିଜର

1 min
128

ଅଜଣା ଏ ଦୁନିଆଁରେ କିଏ ନିଜର ? 

ସଭିଏଁ ଏ ରଙ୍ଗମଞ୍ଚେ ଗୋଟେ ଗୋଟେ କଳାକାର। 

ପର ବି ହୁଏ ଆପଣାର, ଆପଣାର ବି ହୁଏ ପର,

 ସବୁ ଏଠି ହୋଇଯାଆନ୍ତି ସ୍ୱାର୍ଥପର ।


ବାନ୍ଧି ଜାଣିଲେ ମଥା ସୁନ୍ଦର ,

କହି ଜାଣିଲେ କଥା ସୁନ୍ଦର, 

ଯାହା ଅଭିନୟ ଯେତେ ବେଶି ସୁନ୍ଦର, 

ସେ କରିପାରେ ସେତେ ଲୋକଙ୍କୁ ନିଜର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics