STORYMIRROR

Balaram sahoo

Classics

3  

Balaram sahoo

Classics

ବିଶ୍ୱ ନିଅନ୍ତା

ବିଶ୍ୱ ନିଅନ୍ତା

1 min
126

ବିଶ୍ଵକର୍ମା ଦେବ ସାଜି ବୃଦ୍ଧ ଅନନ୍ତ 

ଦାରୁରୁ ଗଢ଼ିଲେ ପ୍ରଭୁ ଜଗନ୍ନାଥ ।


ଗଢିବାକୁ ଲୋଡିଲେ ଏକୋଇଶ ଦିନ   

ଦ୍ବାର ନ ଖୋଲିବା ସର୍ତ୍ତ ମାନିଲେ ରାଜନ।


ଦେଖି ଗୁଣ୍ଡିଚା ରାଣୀଙ୍କ ଅସ୍ତବ୍ୟସ୍ତ ମନ 

ଦ୍ବାର ଖୋଲିଦେଲେ ରାଜା ଇନ୍ଦ୍ରଦ୍ୟୁମ୍ନ।


ବ୍ରହ୍ମ କୁମାର ହୋଇଗଲେ ଅନ୍ତର୍ଦ୍ଧାନ 

ଅଧାଗଢା ହୋଇ ରହିଗଲେ ଜନାର୍ଦ୍ଦନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics