STORYMIRROR

ଶାନ୍ତନୁ କୁମାର ରାଉତ

Abstract

2  

ଶାନ୍ତନୁ କୁମାର ରାଉତ

Abstract

କିଏ ଦେଖିଛ ସେ କାଲିକି

କିଏ ଦେଖିଛ ସେ କାଲିକି

1 min
170

କିଏ ଦେଖିଛ ସେ କାଲିକି

କାଲି ଖୋଜି ଖୋଜି ଏ ଜୁବ ସମାଜ

ଆପାଣାଏ ଚୋରା ବାଲି କି

କିଏ ଦେଖିଛ ସେ କାଲି କି

ନିଶାସକ୍ତ ଆଜି ଲୋଭିତ ସମାଜ

ମରୀଚିକା ପଛେ ଧାଇଁ କି

ସ୍ୱାମୀ ସାଜେ ଏଠି ଛଡା ତୁଳସୀ ଟେ

ମତୁଆଲି ସ୍ତ୍ରୀ ପାଇଁ କି

କିଏ ଦେଖିଛ ସେ କାଲିକି

ବୁଢା ବାପାର ଯେ ଆତ୍ମହରା କୋହ

ଦି ଓଳା ଦି ମୁଠା ପାଇଁ କି

ପୁଅ ବୋହୂଙ୍କର ପାର୍କ ବୁଲିବା

ସରାଗ ଯେ କମୁ ନାହିଁ କି

କିଏ ଦେଖିଛ ସେ କାଲିକି

ରାତି ଅନ୍ଧାର ରେ ଦିନ ଲୁଚି ଯାଏ

କାଲିକୁ ଦେଖିବା ପାଇଁ କି

କାଲି ବୋଲି କିଛି ଦୁନିଆଁରେ ନାହିଁ

ସବୁ କିଛି ଆଜି ପାଇଁ କି

କିଏ ଦେଖିଛ ସେ କାଲିକି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract