STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

ଖୋଜୁଚି

ଖୋଜୁଚି

1 min
132


ସପନ ର ଗୀତ ଶୁଣୁ

 ନିଦ ଭାଙ୍ଗି ଯାଏ ॥

ବଡ଼ ଦାରୁଣ'ର' ବୋଇଲେ

    ରହିବା ର ନାହିଁ

  ଧରିବା ର କଥା ତ

    ସମ୍ଭବ  ନୁହେଁ

     ପ୍ରଖର ସ୍ରୋତ ରେ

      ବିକଳ ଆତ଼ମା ॥

   ତମେ ଏବେ କେଉଁଠି !

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract