STORYMIRROR

Manorama Mohanty

Abstract

2  

Manorama Mohanty

Abstract

କେତେ ଯେ ବନ୍ଧୁତା

କେତେ ଯେ ବନ୍ଧୁତା

1 min
3.1K

ଜୀବନର ଚଲାପଥେକେତେସ୍ମୃତି 

      କେତେ ପରିଚୟ 

କେତେ ପୁଣି ଅନୁଭୂତି ଅଭିଜ୍ଞତା 

      ଭାବ ବିନିମୟ


କେତେଆକର୍ଷଣ ପ୍ରୀତିପୂର୍ଣ୍ଣ ଓ 

      କେତେ ଯେ ବନ୍ଧୁତା 

କେତେ ମାନଅଭିମାନ ଯୁକ୍ତିତର୍କ 

     ଓ ପ୍ରତିଦ୍ବନ୍ଦୀତା


ଦିନେସବୁ ମ୍ଳାନହେବ ଫିକାପଡି 

ଯିବ 

     ଜୀବନ ର ରଙ୍ଗ 

ସମୟ ର ସୁଏ ଖାଲି ଛଳଛଳ 

     ସ୍ମୃତି ର ତରଙ୍ଗ


ତୁମେ କିନ୍ତୁ ଭିନ୍ନଏକ ଇଲାକାରେ 

      ଅନ୍ୟ ଏକ ଲୋକ 

ଚିର ନମନୀୟ ଯାର ସମ୍ପର୍କ ଓ 

      ସ୍ମୃତି ର ଆଲୋକ


రచనకు రేటింగ్ ఇవ్వండి
లాగిన్

Similar oriya poem from Abstract