କେମିତି ବଞ୍ଚିବା
କେମିତି ବଞ୍ଚିବା
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ମନର ଦୁଃଖକୁ ମନରେ ସାଇତି
ହସି ହସି ଚାଲ ବଞ୍ଚିବା ।
ହସକୁ ନିଜର ପରକୁ ଆପଣା କରି
ସରଳ ଜୀବନ କାଟିବା ।
ସଭିଙ୍କୁ ନିଜର କଥାକୁ ମଧୁର
ଅଛି ଯଦି ତତେ ଜଣା ।
ଖୁସିରେ ରହିବୁ ଦୁଃଖକୁ ଛାଡିବୁ
ହୋଇବୁ ଜଗତ ଜୀଣା ।
ମନର ଦୁଃଖକୁ ମନରେ ସାଇତି
ହସି ହସି ଚାଲ ବଞ୍ଚିବା ।
ହସକୁ ନିଜର ପରକୁ ଆପଣା କରି
ସରଳ ଜୀବନ କାଟିବା ।
ସଭିଙ୍କୁ ନିଜର କଥାକୁ ମଧୁର
ଅଛି ଯଦି ତତେ ଜଣା ।
ଖୁସିରେ ରହିବୁ ଦୁଃଖକୁ ଛାଡିବୁ
ହୋଇବୁ ଜଗତ ଜୀଣା ।