STORYMIRROR

Debashis Muduli

Romance

3  

Debashis Muduli

Romance

କବିତାରେ ତୁମେ ଆଉ ମୁଁ

କବିତାରେ ତୁମେ ଆଉ ମୁଁ

1 min
12K

ତୁମେ ସବୁଜ ପତ୍ର

ମୁଁ ଧୂସର ଗୋଲାପ ।

ତୁମେ ଧରାଣୀର କୃଷ୍ଣସାର

ମୁଁ ଝଡର ଇଗଲ ।

ତୁମେ ସକାଳର କୋମଳ ସୂର୍ଯ୍ୟକିରଣ

ମୁଁ ରାତ୍ରିର ତିମିର ଅନ୍ଧକାର ।

ତୁମେ ବର୍ଷା ଭିଜା ମାଟି

ମୁଁ ଚୀର ବସନ୍ତର ସାଥି ।

ତୁମ ନେଇ ମୁଁ

ମୋ ନେଇ ତୁମେ,

ସାଥିରେ ସାଥିରେ ଚାଲିବା

ଯେତେ ହେଉ ପଛେ ବାଟ ବହୁଦୂର ।


Rate this content
Log in

Similar oriya poem from Romance