Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debashis Muduli

Others

3.5  

Debashis Muduli

Others

ଜାଳିବି ମୁଁ ଦୀପ ଟିଏ

ଜାଳିବି ମୁଁ ଦୀପ ଟିଏ

1 min
3.0K


ଜାଳିବି ମୁଁ ଦୀପ ଟିଏ 

ସମାଜର ପ୍ରତ୍ୟକ ଜୀବନ ପାଇଁ

ପ୍ରତ୍ୟକ ନାଗରିକ ପାଇଁ

ପ୍ରତ୍ୟକ ଦୁସ୍ଥ ବ୍ୟକ୍ତି ପାଇଁ

ବିଶ୍ୱ ବାସୀଙ୍କ ପାଇଁ

ମୋର ଭାଇ ଭଉଣୀଙ୍କ ପାଇଁ ।


ଏଡେଇ ଦେବା,

ମହାମାରୀ କୋରୋନା କୁ

ଉଦାହରଣ ରଚିବା 

ବିଶ୍ୱ ବାସୀ ଙ୍କ ନିକଟ ରେ 

କି, 

ଭାରତ ଏକ ଅଭିନ୍ନ

ଆମେ ପ୍ରସ୍ତୁତ ମୁକାବିଲା କରିବାକୁ

କୋରୋନା ର ।


ଆଗୁଆ ବିଜୟ ଉଲ୍ଲାସ ପାଳିବା

କୋରୋନା ଉପରେ । 

ଅଧର୍ମ ଉପରେ ଧର୍ମର 

ବିଜୟ ।


ଭାରତ ଏକ ସମାଜ ନୁହେଁ 

ଧର୍ମ ପୃଷ୍ଠପୋଷକଙ୍କ ପାଇଁ

ଏଠି ସମସ୍ତେ ସମାନ

ଏକ ହେବା ଓ ଆଲୋକିତ କରିବା

ଦେଖାଇଦେବା ବିଶ୍ୱବାସୀଙ୍କୁ 

ଦେଖାଇଦେବା ସେଇ ଚନ୍ଦ୍ର ତାରା ମାନଙ୍କୁ 

ଆମେ ମଧ୍ୟ ଆଲୋକିତ କରିପାରିବୁ 

ଭାରତକୁ ।


ବିଜୟର ଶ୍ରେୟ ନୁହେଁ ଭାରତ ର

ସମଗ୍ର ମାନବ ସମାଜ ର ।


ଆମେ ମଧ୍ୟ ଜିତିବୁ 

ଆମେ ମଧ୍ୟ ଜିତିବୁ 

ଆମେ ମଧ୍ୟ ଜିତିବୁ ।



Rate this content
Log in