STORYMIRROR

Debashis Muduli

Others

3  

Debashis Muduli

Others

କେବେ ହେବ ତୁମେ

କେବେ ହେବ ତୁମେ

1 min
157

ତୁମେ ପଥର ନୁହଁ

ନୁହଁ ମଧ୍ୟ ବନ୍ଦିନୀ

କେବେ ତୁମେ ଚାଲିବ ନିର୍ଭୟରେ

ଅନ୍ଧକାରରେ , ରାଜରାସ୍ତାରେ

କେବେ ହେବ ସ୍ବପ୍ନ ସାକାର ,ସ୍ୱାଧୀନ ଚିନ୍ତାଧାରାର ।

କେବେ ବିପର୍ଣ୍ଣ ଭାରତ ବର୍ଷରେ

ଉଚ୍ଚ ସ୍ଥାନରେ ରହିବ ତୁମେ

ନିଚାରୁ ଉଠି

ସେଦିନ ବୋଲାଇବୁ ଆମେ

ସ୍ୱାଧୀନୋତ୍ତୋର ।

କେବେ ହେବ ତୁମେ ଦିବ୍ୟ ଜ୍ୟୋତିର ଅଧିକାରିଣୀ

କେବେ ଗଢି ଦେବ ତୁମେ ଆଉ ଏକ ସାରଳା ଦାସ

ତୁମେ ଏକା ମମତାର ଉତ୍ସ

ସ୍ନେହ ଭରା ବାତ୍ସଲ୍ୟର ସ୍ରୋତ

ଯେବେ ହେବ ତୁମେ ଉଲଲକାର ଝଲକ

ସେବେ ପାଳନ ହେବ ସ୍ୱାଧୀନତାର ବିଜୟା ଦଶମୀ ।



Rate this content
Log in