Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debashis Muduli

Others

3  

Debashis Muduli

Others

ବନ୍ଧୁଟିଏ ଲୋଡା

ବନ୍ଧୁଟିଏ ଲୋଡା

1 min
7.1K



ଲୋଡା ଏପରି ଏକ ବନ୍ଧୁ ଅବା ସଖା

ଜୀବନରେ...........

ଯାହା ସହିତ ମୁଁ

ଯାହା ବିପକ୍ଷରେ ମୁଁ

ଯାହା ସାହାଯ୍ୟରେ ମୁଁ

ଧୈଯ୍ୟ ଆଉ ସହନଶୀଳତାର

ପରୀକ୍ଷା ଦେଇପାରନ୍ତି ।

ଯାହାର ଗର୍ବ ଆଉ ଅହଙ୍କାର

ବିଦ୍ରୁପ ପୁଣି ତାତ୍ସଲ୍ୟ ମୋ ପ୍ରତି

ଯାହାର ସମ୍ମୁଖିନ ହୋଇପାରିବି

ମୁଁ.........

ତା ସହିତ ବସି କଥା ହୋଇପାରିବି

ସୁଖଦୁଃଖକୁ ବାଣ୍ଟିପାରିବି

କେବଳ ଗୋଟିଏ ଅବା ଦୁଇଦିନ ନୁହେଁ

ସବୁଦିନ , ସବୁସମୟ

ସବୁ ଦିବା ଆଉ ନିଶି ଚାହିଁ ରହିଥିବି ତାକୁ,

କଳି କରିବାଲାଗି ତୁହା ତୁହାକୁ ।

ଏକୁଟିଆ ଥିଲେ ସିନା ଭାଙ୍ଗିଦେବ.......ସେ

ବନ୍ଧୁ ଥିଲେ ଭାଙ୍ଗିନପାରିବ ......ସେ

ପଥର ପରି ଟାଣ ହେବ

ବନ୍ଧୁସହ ଯୁଧ୍ୟ କରି

ଶିଖି ଯାଇଥିବି କିପରି କରିବା ବଧ ।


ଅଭିମନ୍ୟୁ ଅବା ତାର ମାମୁଁଙ୍କ ପରି

ଅଧର୍ମ ଉପରେ କରିବା ଧର୍ମର ଜୟ ।


Rate this content
Log in