STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

କବିତା

କବିତା

1 min
288

ତୂଳୀରେ କବିତା ଲାଗିଥାଏ

ରଂଗ ହେଇ

ଚିହ୍ନ ହେଇ

ଜହ୍ନ ର ଓଠରେ

ଲାଜକୁଳି ଲତା କବିତା ର ଶଦ୍ଦ

ଝରି ପଡ଼େ ଝରଣା ହେଇ

ଭଂଗା ଖେଳନା ରେ କବିତା

କବିତା ହଳ ଲଂଗଳରେ

ତୁଠ ଘସା ପଥର ରେ

କବିତା ଥାଏ

ସ୍ମୃତି ଜହ୍ନ ହେଇ

ଅଳତା ଲଗା ପାଦରେ ଥାଏ

ପ୍ରୀତି ହେଇ

ଭିଜା ଭିଜା କାକର ରେ

କବିତା

ଥାଏ ଫୁଲ କିଆରୀ ହେଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract