STORYMIRROR

Raja baruni basukalpa Paikray

Romance Classics Inspirational

4  

Raja baruni basukalpa Paikray

Romance Classics Inspirational

*କବିର କଳ୍ପନା*

*କବିର କଳ୍ପନା*

1 min
206


ତୁମେ ଏ ମନର ଏମିତି ତରଙ୍ଗ

ପୁଣି ମୋ ହୃଦୟର "ରୁତୁରଙ୍ଗ"

ତୁମେ ମୋ ତମାଳ ବନେ "କାଦମ୍ବିନୀ"

ମନ ଆକାଶରେ "ବ୍ୟାସବାଟିକା"ରେ

ତୁମେ ମୋର "ଚିରନ୍ତନି"

"ପଦ୍ମଜା" ଗୋ ତୁମେ "କାଶତଣ୍ଡି" ମାଳେ

"ରୁପାଲି" ର "ମୃଗତନ୍ଦ୍ରା"

"ବଉଳ ଫୁଲ"ରେ ଚୋରାପ୍ରେମ କର

ଆଗୋ ମୋର "ଶକ୍ତିପ୍ରଦା"

"ଉଦ୍ଭବ" ତୁମେତ "ବଣଫୁଲ" ହୋଇ

କେବେ "ଟିକି ଟିକି ତାରା ଫୁଲ"

ମୋ ମନ ମାନସେ "ସ୍ମୃୁତିଲିପି" ହୋଇ

ତୁମେ ଘଟଗାଁର "ସଂଯୋଗୀ ସଜଫୁଲ" ।।।

ଆଜି ତୁମକୁ ପାଇବା ପାଇଁ

କେତେ କେତେ ସ୍ୱାଧୀ ସାଧନା କରନ୍ତି

ଦିବା-ନିଶି ଏକେହୋଇ

ସରସ୍ୱତିଙ୍କର ମାନସ କନ୍ୟାଗୋ

ଆଗୋ କବିର ନାୟିକା

କି ପୁରୁଷ କି ନାରି ସଭିଏଁ ତୋ ପାଇଁ ପାଗଳ

ତୁତ ଅଟୁ କଲମର ସଞ୍ଚାଳିକା ।।।

,,,



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance