Niranjan Sahu
Inspirational
କାଗଜ କଲମ ଓ ମୁଁ
ଯେତେବେଳେ ମିଶିଯାଉ
ଏକ ଭାବନା ରାଜ୍ୟରେ ଘୁରିବୁଲୁ
ଏକ କଳ୍ପନା ରେ ପଛେ ପଛେ ଧାଉଁ ଧାଉଁ
କିଛି ଶବ୍ଦ ବି ସାଥିରେ ଯୋଡି ହୋଇଯାଏ
ଶେଷରେ,
ଏକ ସୁନ୍ଦର ଶବ୍ଦର ମାଳଟିଏ
ଗୁନ୍ଥି ହୋଇଯାଏ
କବିତା ଆକାରରେ କିମ୍ବା ଗଳ୍ପ ଆକାରରେ
ଆଉ ସତେବେଳ
ମୁଁ ପାଲଟି ଯାଏ
ଜଣେ କବି ।
ନିୟତିର ଖେଳ ସଭ...
ପିଲାଛୁଆ ସଙ୍ଗେ...
ଖୁସିରେ ହସିବ ଭ...
ମଣିଷ ଲୋପ ପାଇବ
ବୁଝିଲେ ବୁଝିବ ...
ଯୁଗେ ଯୁଗେ ପୂଜ...
ପ୍ରେମ ମିଳିଯାଏ...
କାହାକୁ କହିବା ...
ମନେ ମନେ ଗୁଡ଼ ...
ହୋଇଯାଇ ବଡ଼ ଦୁ...
ଏ ଜାତିର ଜୀବନ କୋଣାର୍କ ଦିନେ ବାଲୁକାର ସ୍ତୁପ ତଳେ, ଦୁନିଆର ସ୍ମୃତିରୁ ଭୁଲାଇ ପଡିଥିଲା ଶୋଇ ଅନ୍ତରାଳେ |... ଏ ଜାତିର ଜୀବନ କୋଣାର୍କ ଦିନେ ବାଲୁକାର ସ୍ତୁପ ତଳେ, ଦୁନିଆର ସ୍ମୃତିରୁ ଭୁଲାଇ ପଡି...
କିଛି ସମୟ ପରେ କିଛି ବାଣ ଫୁଟିବାର ଶବ୍ଦ ଶୁଣାଗଲା । ମନକୁ ମନ ଭାବିଲି ଆଜି ନିଶ୍ଚିତ ଭାବରେ କିଛି ଗୋଟେ ଉତ୍ସବ ହଉଥିବ ... କିଛି ସମୟ ପରେ କିଛି ବାଣ ଫୁଟିବାର ଶବ୍ଦ ଶୁଣାଗଲା । ମନକୁ ମନ ଭାବିଲି ଆଜି ନିଶ୍ଚିତ ଭାବରେ କି...
ମୋହ ମୋହ
ମାଙ୍ଗଳିକ ଦୋଷ, କାଳ ସର୍ପ ଦୋଷ ଗଣ୍ଡ ଗଛ ଦୋଷ,ଆଗରେ ନଡ଼ିଆ,ପଛରେ କଦଳି ଜୀବ ହତ୍ୟା ଦୋଷ, ମାଙ୍ଗଳିକ ଦୋଷ, କାଳ ସର୍ପ ଦୋଷ ଗଣ୍ଡ ଗଛ ଦୋଷ,ଆଗରେ ନଡ଼ିଆ,ପଛରେ କଦଳି ଜୀବ...
ଆସୁଛନ୍ତି ମହାକାଳି ଆସୁଛନ୍ତି ମହାକାଳି
ପିନ୍ଧାଇ ସିନ୍ଦୂର ମୁଣ୍ଡେ ସୁନ୍ଦର ମାଆ କାଳୀ ଘଣ୍ଟ ଘଣ୍ଟା ଧ୍ୱନି ପ୍ରତିଧ୍ଵନିରେ ମେଳି ଚାଲ ଯିବା ସର୍ବେ କାଉଁର... ପିନ୍ଧାଇ ସିନ୍ଦୂର ମୁଣ୍ଡେ ସୁନ୍ଦର ମାଆ କାଳୀ ଘଣ୍ଟ ଘଣ୍ଟା ଧ୍ୱନି ପ୍ରତିଧ୍ଵନିରେ ମେଳି ...
ଯା" କୋଳରେ ଥରେ ମଥା ରଖିଦେଲେ ଆତ୍ମା ହୋଇଯାଏ ତୃପ୍ତି ମାଆ ଡାକି ଦେଲେ ମମତାମୟୀରେ ଗରବରେ ଫୁଲେ ଛାତି । ଯା" କୋଳରେ ଥରେ ମଥା ରଖିଦେଲେ ଆତ୍ମା ହୋଇଯାଏ ତୃପ୍ତି ମାଆ ଡାକି ଦେଲେ ମମତାମୟୀରେ ...
ଆମ ଗାଁ ଟୋକା ରତନା ଲାଞ୍ଚ ଦେଇ ମାଷ୍ଟର ଚାକେରୀ କରିଛି ଗାଁରେ ତା'ଭାଉ ବଢ଼ିଛି ଆମ ଗାଁ ଟୋକା ରତନା ଲାଞ୍ଚ ଦେଇ ମାଷ୍ଟର ଚାକେରୀ କରିଛି ଗାଁରେ ତା'ଭାଉ ବଢ଼ିଛି
ଭଣଜାଭାଣଜୀ ତୋ ହୃଦ ଚନ୍ଦନ ନୟନ ପିତୁଳା ପରି । ସ୍ନେହ ମମତାରେ ବାନ୍ଧି ରଖିଥିବୁ ସଦା କୋଳାଗ୍ରତ କରି ଭଣଜାଭାଣଜୀ ତୋ ହୃଦ ଚନ୍ଦନ ନୟନ ପିତୁଳା ପରି । ସ୍ନେହ ମମତାରେ ବାନ୍ଧି ରଖିଥିବୁ ସଦା...
ଯୁଗେ ଯୁଗେ ଦ୍ରୌପଦୀ ଯୁଗେ ଯୁଗେ ଦ୍ରୌପଦୀ
ଜୀବନ ଦର୍ଶନ ଜୀବନ ଦର୍ଶନ
ଶୀତ ସକାଳର ସ୍ମୃତିଚାରଣ ଶୀତ ସକାଳର ସ୍ମୃତିଚାରଣ
ମା ତୁ ସେମିତି ସବୁବେଳେ ମତେ ଭଲପାଉଥା,ସେମିତି ମୋ ହାତ ଧରି ଚାଲୁଥା,ତୋ ହାତତିଆରି ଗରମ ରୁଟି ଖାଇବାକୁ,ମୁଁ ତୋ କୋଳରେ... ମା ତୁ ସେମିତି ସବୁବେଳେ ମତେ ଭଲପାଉଥା,ସେମିତି ମୋ ହାତ ଧରି ଚାଲୁଥା,ତୋ ହାତତିଆରି ଗରମ ରୁଟି ...
ଏଇମାନେ ମଣିଷ ନୁହଁ...କି ମେସିନ ନୁହଁ ଥତାପି ପୁଅର ହାକିମତାକୁ ସହିନିଅନ୍ତି..... ବାପ ବୋଲି ନୁହଁ.... ବୋଧେ ; ପାଚ... ଏଇମାନେ ମଣିଷ ନୁହଁ...କି ମେସିନ ନୁହଁ ଥତାପି ପୁଅର ହାକିମତାକୁ ସହିନିଅନ୍ତି..... ବାପ ବୋଲି...
ବିବାହ ପରେ ଏକ ଝିଅ ର ତା' ବୋଉ ପ୍ରତି ଥିବା ଭାବନା କୁ ସେ ଆଙ୍କି ଦେଇଛି ଏ ଚିଠି ମାଧ୍ୟମ ରେ . . . ବିବାହ ପରେ ଏକ ଝିଅ ର ତା' ବୋଉ ପ୍ରତି ଥିବା ଭାବନା କୁ ସେ ଆଙ୍କି ଦେଇଛି ଏ ଚିଠି ମାଧ୍ୟମ ରେ ...
ସେହି ଦିନୁ କେତେ ପୀଢି ତୋ ଦେହରେ ଗଲେଣି ଯେ ବହି ଜୁଇର ପାଉଁଶ ଓ ଚିତାଭସ୍ମ ହୋଇ ସେହି ଦିନୁ କେତେ ପୀଢି ତୋ ଦେହରେ ଗଲେଣି ଯେ ବହି ଜୁଇର ପାଉଁଶ ଓ ଚିତାଭସ୍ମ ହୋଇ
ମୋ ମାଆ, ତୁମ ମାଆ, ଆମ ସମସ୍ତଙ୍କର ମାଆ ମାଆ କେବଳ ଗୋଟିଏ ମାଆ ହୋଇଥାଏ, ତ୍ୟାଗ ଓ ବଳିଦାନର ଜୀବନ୍ତ ପ୍ରତିମୂର୍ତ୍ତି ... ମୋ ମାଆ, ତୁମ ମାଆ, ଆମ ସମସ୍ତଙ୍କର ମାଆ ମାଆ କେବଳ ଗୋଟିଏ ମାଆ ହୋଇଥାଏ, ତ୍ୟାଗ ଓ ବଳିଦାନର ଜ...
" (କଥା ହେଲେ) ସମୁଦୁଣୀ ଆହା କି ହୁସିଆର ହାର ମାନିଯିବେ ବଡ ଡାକ୍ତର ମିଠା ଖାଇ ହେବ ଡାଇବେଟିସି ଚୁଡା, ମୁଢି, ଖଇ ଆଣିଛ... " (କଥା ହେଲେ) ସମୁଦୁଣୀ ଆହା କି ହୁସିଆର ହାର ମାନିଯିବେ ବଡ ଡାକ୍ତର ମିଠା ଖାଇ ହେବ ଡାଇବେଟିସି...
ପଶୁ,ପକ୍ଷୀ,ସରୀସୃପ ହେଉ ଛୁଆ ମୂଷା, ମାଆ ସ୍ନେହ ବୁଝିବାକୁ ଲୋଡନ୍ତିନି ଭାଷା, ପଶୁ,ପକ୍ଷୀ,ସରୀସୃପ ହେଉ ଛୁଆ ମୂଷା, ମାଆ ସ୍ନେହ ବୁଝିବାକୁ ଲୋଡନ୍ତିନି ଭାଷା,
ନାରୀ ଅବହେଳନଟି ଆଜି, ସୈରିଣୀୟ ଅଶାନ୍ତି ଅଜାଡେ ଦେବାଟା ହିଁ ନାରୀ ପରିଭାଷା, ନେବା କ୍ଷେତ୍ରେ ରୁହେ ଜଡ଼ସଡେ । ନାରୀ ଅବହେଳନଟି ଆଜି, ସୈରିଣୀୟ ଅଶାନ୍ତି ଅଜାଡେ ଦେବାଟା ହିଁ ନାରୀ ପରିଭାଷା, ନେବା କ୍ଷେତ୍ରେ...