Buy Books worth Rs 500/- & Get 1 Book Free! Click Here!
Buy Books worth Rs 500/- & Get 1 Book Free! Click Here!

Niranjan Sahu

Inspirational


2  

Niranjan Sahu

Inspirational


କବି

କବି

1 min 78 1 min 78

କାଗଜ କଲମ ଓ ମୁଁ

ଯେତେବେଳେ ମିଶିଯାଉ

ଏକ ଭାବନା ରାଜ୍ୟରେ ଘୁରିବୁଲୁ

ଏକ କଳ୍ପନା ରେ ପଛେ ପଛେ ଧାଉଁ ଧାଉଁ

କିଛି ଶବ୍ଦ ବି ସାଥିରେ ଯୋଡି ହୋଇଯାଏ

ଶେଷରେ,

ଏକ ସୁନ୍ଦର ଶବ୍ଦର ମାଳଟିଏ

ଗୁନ୍ଥି ହୋଇଯାଏ

କବିତା ଆକାରରେ କିମ୍ବା ଗଳ୍ପ ଆକାରରେ

ଆଉ ସତେବେଳ

ମୁଁ ପାଲଟି ଯାଏ

ଜଣେ କବି ।


Rate this content
Log in

More oriya poem from Niranjan Sahu

Similar oriya poem from Inspirational