STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

କାହାକୁ ବିଶ୍ୱାସ

କାହାକୁ ବିଶ୍ୱାସ

1 min
403

ଆସୁଚି ବୋଲି କହି

ବାହାରେ ପାଦ ଦେଇ ଥିବା

ଲୋକଟି ର ମୁର୍ଦାର ପହଂଚେ

ଆଜି କାଲି କାହାକୁ ବିଶ୍ୱାସ

ନା'ଋତୁକୁ ନା"ସମୟକୁ

ଗ୍ରୀଷ୍ମ ରେ ବର୍ଷା ,ଶୀତ ରେ ଗ୍ରୀଷ୍ମ

ଜୀବନ ଟା ସଂଜ ହୀନ ସକାଳ

ମରଣ ପହଂଚେ

ଅଚାନକ/ ଅତର୍କିତେ

ସାମାନ୍ୟ ସୂଚନା ନ ଥାଇ

ଏଇତ ଜୀବନ

ହଠାତ଼ ସ୍ପନ୍ଦନ ହୀନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract