STORYMIRROR

Prafulla Chandra padhi

Abstract

3  

Prafulla Chandra padhi

Abstract

ଜୀବନର ବାଟରେ

ଜୀବନର ବାଟରେ

1 min
261

ଧନ ଥିବ, ଜନ ଥିବ

ଶାନ୍ତି ନ ଥିବ

ଧନ ଥିବ ଜନ ନ ଥିବ

ଜନ ଥିବ ଧନ ନ ଥିବ

ଧନ ଜନ ଶାନ୍ତି ଥାଇ

ଇଚ୍ଛା ନ ଥିବ

ଲୋଭ ପଣ

ପଛକୁ ଟାଣୁ ଥିବ

ବଡ଼ କରୁଣ ହୋ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract