STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

ଜୀବନ ର କଥା

ଜୀବନ ର କଥା

1 min
95

ବସ଼ ଗନ୍ତବ୍ୟ ଜାଗା ରେ

ପହଂଚି ବାକୁ

ଆଉ ଅଧ ଘଣ୍ଟାଏ ଅଛି

ତରୁଣୀ ଜଣକ ବସି ଥିବା

ହାଇଟେକ଼ ବସ଼ ର ସିଟ଼କୁ

ପଛକୁ କରି

ଦୁଇ ଗାେଡ଼ ଖୁ଼ବ଼ ପାଖା ପାଖି କରି

ଭେନିଟ଼ ବେଗ଼ କୁ ତା' ଉପରେ ରଖି

ବାହାର କଲେ ଛୋଟ ଦରପଣ ,ପାନିଆ

ଫେସ଼ କ୍ରିମ଼

ଧଡ଼ା ଧଡ଼ ପୋଛି ପକାଇଲେ ମୁହଁକୁ

ଛୋଟ ଟର଼କିସ଼ ରୁମାଲ଼ ରେ

ଘରେ ଚୁନ ଦେଉ ଥିବା ଲୋକଟି ପରି

ବୋଳିଲେ ଫେସ଼ କ୍ରିମ଼

ପାନିଆ ରେ ସାଉଁଳାଇ ଆଣିଲେ କେଶ

ବାସ଼,ବୋତଲରୁ ଢକ ଢକ ପିଇ ଗଲେ

ଅଧ ବୋତଲେ ପାଣି

ତା'ପରେ ସିଟ଼ ଆଗକୁ କରିଦେଇ

ବସ଼ ର ସମସ୍ତ ଆଡ଼େ ପହଁରେଇ

ଆଣିଲେ ଆଖି

ଏତେ ଯତନ ନେଉ ଥିବା ଜୀବନ ପରା

ହଠାତ଼ ହେଇ ଯିବ ଠୋ_ଫଟାସ଼

କିଛି ଆଣିନେ କିଛି ନେବାନି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract