ଜୀବନ ର ହିସାବ
ଜୀବନ ର ହିସାବ
କେବେ ଶେଷ ହୁଏନି
ଗଢ଼ିବାର
ଜୀବନ ର ଘର
କେତେ କାଳି ସରିଚି
କାଗଜ ସରିଚି
ଶ୍ରମ ହେଇଚି
ଜୀବନ ର ହିସାବ ରେ
ତାଲିକା କରିବା ରେ
କେବେ ଶେଷ ହୁଏନି
ଗଢ଼ିବାର
ଜୀବନ ର ଘର
କେତେ କାଳି ସରିଚି
କାଗଜ ସରିଚି
ଶ୍ରମ ହେଇଚି
ଜୀବନ ର ହିସାବ ରେ
ତାଲିକା କରିବା ରେ