Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar

Abstract Fantasy Inspirational

3  

Rajesh Kumar

Abstract Fantasy Inspirational

ଜୀବନ ଗୋଟେ ପାଣି ଫୋଟୋକା

ଜୀବନ ଗୋଟେ ପାଣି ଫୋଟୋକା

1 min
173


ଜୀବନ ଗୋଟେ ପାଣି ଫୋଟୋକା,

     କେତେବେଳେ ଫୁଟି ଯିବ ।


 ଜୀବନର ଅନ୍ତିମ ସମୟରେ ,

   କେହି ଜଣେ ପାଖରେ ନଥିବ ॥ 

 

 କିଏ ଜାଣେ ଆଜି ରାତି, 

    ଜୀବନର ଶେଷ ରାତି ହେବ ।

 କିଏ ଜାଣେ କାଲିର ସୂରୁଜ, 

     ଏ ଆଖି ଦେଖି ନ ପାରିବ ॥


 ସେଥିପାଇଁ ବନ୍ଧୁମାନେ ଭୁଲିଯାଅ ରାଗ ରୁଷା,

 ରହିବା ସବୁବେଳେ ହୋଇ ମିଳା ମିଶା।


 ଦୁଃଖରେ ସୁଖରେ କରିବା ସାହାଯ୍ୟ,

 ଭଗବାନ ଖୁସି ହେବେଦେଖି ଆମ କାର୍ଯ୍ୟ।


Rate this content
Log in

Similar oriya poem from Abstract