STORYMIRROR

Rajesh Kumar

Inspirational Others

3  

Rajesh Kumar

Inspirational Others

ବନ୍ଧୁତା

ବନ୍ଧୁତା

1 min
199

ଜୀବନ ଗୋଟେ ପାଣି ଫୋଟୋକା,

     କେତେବେଳେ ଫୁଟି ଯିବ ।


 ଜୀବନର ଅନ୍ତିମ ସମୟରେ ,

   କେହି ଜଣେ ପାଖରେ ନଥିବ ॥

 

 କିଏ ଜାଣେ ଆଜି ରାତି,

    ଜୀବନର ଶେଷ ରାତି ହେବ ।

 କିଏ ଜାଣେ କାଲିର ସୂରୁଜ,

     ଏ ଆଖି ଦେଖି ନ ପାରିବ ॥


 ସେଥିପାଇଁ ବନ୍ଧୁମାନେ ଭୁଲିଯାଅ ରାଗ ରୁଷା,

 ରହିବା ସବୁବେଳେ ହୋଇ ମିଳା ମିଶା।।


 ଦୁଃଖରେ ସୁଖରେ କରିବା ସାହାଯ୍ୟ,

 ଭଗବାନ ଖୁସି ହେବେଦେଖି ଆମ କାର୍ଯ୍ୟ।।


Rate this content
Log in

Similar oriya poem from Inspirational