STORYMIRROR

Sunil DJay

Classics

2  

Sunil DJay

Classics

ଜଗବନ୍ଧୁ ହେ ଦିନବନ୍ଧୁ

ଜଗବନ୍ଧୁ ହେ ଦିନବନ୍ଧୁ

1 min
137

ବନ୍ଧୁ ବନ୍ଧୁ ବୋଲି କହୁଛ ମୋତେ ଯେ

        ମୁଁ ନୁହେଁ ତୁମ ବନ୍ଧୁ!

ସେହି ଦିନବନ୍ଧୁ ବନ୍ଧୁ, ବନ୍ଧୁ ପାଇଁ ଯୋଗ୍ୟ

   ଯାହାର ନାଁ ଅଟେ କୃପାସିନ୍ଧୁ ।


ସବୁ ବନ୍ଧୁ ଦିନେ ହାତ ଛାଡିଦେବେ

   ଥିବେ ସେବେ ଜଗବନ୍ଧୁ!

ମାୟା ଜଞ୍ଜାଳ ରେ କେତେ ବାନ୍ଧି ହୋଇ

       କହୁଛୁ ଅନ୍ୟକୁ ବନ୍ଧୁ ।


Rate this content
Log in

Similar oriya poem from Classics