STORYMIRROR

Sunil DJay

Inspirational

2  

Sunil DJay

Inspirational

ପ୍ରଣାମ କୁଳବୃଦ୍ଧ

ପ୍ରଣାମ କୁଳବୃଦ୍ଧ

1 min
153

ତୁ ମନେ ଭାଵିଛୁ ତୋଷାମଦ କରି

         ବଢାଇବୁ ଜାତି ମାନ 

ତୋଷାମଦିଆର କୁକୁର ପ୍ରକୃତି 

       ଅଇଁଠା ପତରେ ଧ୍ୟାନ!


ତୋଷାମଦକାରୀ କ୍ଷିପ୍ତ ଶ୍ୱ।ନ ପରି 

       ସହଜେ ଚିହ୍ନା ନ ଯାଏ 

ଭୃତ୍ୟଭାବ ଧରି ଗୋଡ଼ ଚାଟୁ ଚାଟୁ 

       ବିଷ ଲେପି ଦେଇଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational