STORYMIRROR

Sunil DJay

Romance

3  

Sunil DJay

Romance

ଉପେକ୍ଷିତ ଉପନ୍ୟାସ

ଉପେକ୍ଷିତ ଉପନ୍ୟାସ

1 min
218

ଲେଖିବି ବୋଲି ମୋ ନିଜ କଥା

    ସାଉଁଟି ଆଣିଲି କାଗଜ

ସେ କାଗଜରେ ଥିଲା ତୁମ ପ୍ରତିଛବି 

   ଶବ୍ଦରେ ଜିଇଁଲା ଦରଜ....

ଦରଜ ଶବ୍ଦରୁ ବିସ୍ଫୋରିତ ହେଲା

କେତେ କଣ ଇତିହାସ

 ଛୋଟିଆ ହସରୁ ଆରମ୍ଭ କାହାଣୀ

   ଉପେକ୍ଷିତ ଉପନ୍ୟାସ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance