Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra padhi

Abstract

2  

Prafulla Chandra padhi

Abstract

ଇଚ୍ଛା

ଇଚ୍ଛା

1 min
148


କୀର୍ତନ ର ଆବଶ୍ୟକତା ପଡ଼େ ନାଇଁ

ଲୋଡ଼ା ହୁଏନି

ଧୂପ ଦୀପ ଫୁଲ ଚନ୍ଦନ

ମନ ର ବେଦୀ ରେ

ନିରାଡ଼ଂବର ଆୟୋଜନ

ପ୍ରିୟତମ ଇଚ୍ଛା ବିଶ୍ୱସ୍ତ ବଂଧୁ

ବଛା ବହି ଟେ ପରି

ଇଚ୍ଛା ର ମୋତି ଫୁଲ

ସବୁ ବେଳେ ଫୁଟନ୍ତି ନାଇଁ

ସେମାନଂକ ପାଇଁ ମଧ୍ୟ

ଋତୁ ଅଛି

ଋତୁ ର ନାଁ ପ୍ରତି ମନ ବଗିଚା ରେ

ଅଲଗା ଅଲଗା

ଇଚ୍ଛା ଏକ ବେଗ ମତୀ ନଈ


Rate this content
Log in

Similar oriya poem from Abstract