STORYMIRROR

Manorama Mohanty

Abstract

2  

Manorama Mohanty

Abstract

ହୃଦୟ ବେଦନା

ହୃଦୟ ବେଦନା

1 min
100

ହୃଦୟ ବେଦନା କେହିବୁଝିବେନି 

      ମମତା ର ଗଭୀରତା 

ଆକାଶେ ବତାସେ କାହିଁସେଲୁଚିବ

     ଦେଉ ପଛେ ଯେତେବ୍ୟଥା


ବୁଝିବି ବୁଝେନା ମଣିଷଜାତି ଟା 

   କେଉଁ ଉପାଦାନେ ସ୍ନେହ 

    ହୋଇଛି ଗଢ଼ା 

 ସୃଷ୍ଟିର ସ୍ଥିତି ଲୟ ଓ ବିଲୟ 

ଦୁନିଆଁରେହୁଏ ନିତି ପ୍ରେମ 

    ଯେତେ ଯୋଡ଼ାଛିଡା 


ହୃଦୟେ ହୃଦୟମିଶାଇ ଦେବାଟା 

     କେବେ ନୁହେଁ ନୀଚକଥା 

ପ୍ରେମପଥେ ଯେତେ ବାଧାବନ୍ଧନ 

    ସେସବୁ କେବଳସମାଜର

           ବାଚାଳତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract