STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

ହେ!ଜଗନ୍ନାଥ

ହେ!ଜଗନ୍ନାଥ

1 min
225

ଜଗତର ବଂଧୁ ହେ ଜଗତ ବଂଧୁ

ତମେ ଜଗତର ପତି

ଯାହା ମୁଁ ଦେଖଇ ଏ ସାରା ସଂସାର

ତାହା ତ ସବୁ ତମରି

ଶୁଭ ବୁଦ୍ଧି ଦିଅ ହେ ଜଗତସାଇଁ

ମନ ଝୁରେ ତମ ଲାଗି

ତମରି ଆଶ୍ରା ରେ ଚାଲିଚି ମୁହିଁ ହେ

କୃପଣ ହୋଇବ ନାହିଁ

ଦୀନ ଅକିଞ୍ଚନ ମୁହିଁ ଅଟେ ପ୍ରଭୁ

ମୋର ପାଖେ କିଛି ନାହିଁ

ତମ ଦିଆ ଚିଜ ତମକୁ ଦେଉଚି

ତମେ ମନା କର ନାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract