STORYMIRROR

Rangalata Sahoo

Inspirational Others

2  

Rangalata Sahoo

Inspirational Others

ଗୁରୁଦିବସ ରେ

ଗୁରୁଦିବସ ରେ

1 min
257

ଶିକ୍ଷାଦାନ ଯାର ଜୀବନର ବ୍ରତ

ସମାଜେ ବୋଲାଏ ଶିକ୍ଷକ ସିଏ

ମୃତ୍ୟୁ ପରେ ମଧ୍ୟ ଶ୍ରଦ୍ଧା ଓ ସମ୍ମାନ

ଏ ସମାଜ ତାଙ୍କୁ ଦିଏ।

ସଶ୍ରଦ୍ଧ ସମ୍ମାନ ବିନମ୍ର ପ୍ରଣତି

ତାଙ୍କ ପଦେ ଛାତ୍ର ଦିଏ

ଯେତେ ବଡ଼ ପଦ ପଦବୀ ରେ ଥିଲେ

ମୋ ଶିକ୍ଷକ ଗର୍ବେ କହେ।

ନିଜେ ଜଳି ଯିଏ ସମାଜ ବୁକୁରେ

ଅନ୍ଧକାର ଦୂର କରେ

ସେହି ପ୍ରିୟ ପୂଜ୍ୟ ଶିକ୍ଷକଗଣଙ୍କୁ

ହୃଦୟୁ ପ୍ରଣାମ ଢାଳେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational