STORYMIRROR

Liza Senapati

Tragedy

3  

Liza Senapati

Tragedy

ଗରୀବ

ଗରୀବ

1 min
228

ଗରୀବର ସ୍ୱପ୍ନ ,

ସାଗର କୂଳର ଵାଲିଘର ।

କେଵେ ଢେଉ ଆସି,

ପୁଣି କେଵେ ଵତାସି, 

ଧୋଇନିଏ ଆଶାର ଝଲକ ।

ଦି ମୁଠା ଭାତ 

ଵଦଳାଇ ଦିଏ

ଜୀବନର ସବୁ ଲକ୍ଷ ।

ପେଟ ପାଇଁ କରେ 

କେତେ ଯେ ସଂଘର୍ଷ

ଵୁଝି ବାକୁ କେହି ନାହିଁ ତା ଦରଦ ।


Rate this content
Log in

Similar oriya poem from Tragedy