STORYMIRROR

ଵଳରାମ ତରାଈ

Tragedy

3  

ଵଳରାମ ତରାଈ

Tragedy

ଗୋଆ ମନ୍ତ୍ରୀ

ଗୋଆ ମନ୍ତ୍ରୀ

1 min
379


ଗୋଆ ମନ୍ତ୍ରୀ ଛାଡିଚାଲିକରି ଗଲେ ଆମକୁ ପର

ସମସ୍ତେ କହନ୍ତି ସେ ଭାରି ନିଷ୍ଠାପର

ସମସ୍ତ ମୂଖରେ ହସ ଫୁଟାଇ କରିଥିଲେ ସେ ନିଜର

ହୃଦୟ ତାଙ୍କର ପୁରା ପରିଷ୍କାର

ସମସ୍ତେ କହନ୍ତି ଛାଡ ମୋହ ମାୟା

କପଟ ନଥିଲା ହୃଦେ ତାଙ୍କର

ମନୋହର ପାରିକର ନାମ ତାଙ୍କର

ରାଜନୀତି କରି ଲୋକସଭା କରି

ହୋଇଥିଲେ ଗୋଆ ସରକାର

ଦେଶବାସୀଙ୍କ ପାଖରେ ମୁଣ୍ଡ ସେ ନୁହାଁଇ

କରିଥିଲେ ନମସ୍କାର

ଲିଭି ଗଲା ନାମ ଲିଭି ଗଲା ତାଙ୍କ ଶିରି

ତଥାପି ସେ ଦେଶର ଶିରି

ଲେଖିଦିଅ RIP ଗୋଟିଏ ଥର

ମନୋହର ପାରିକରଙ୍କୁ ଆହେ ହରି ପାରି କର


ବଳରାମ ତରାଇ

ଖୋର୍ଦ୍ଧା

୯୯୩୭୦୧୪୬୪୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy