STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

ଗୀତ ଗା'ରେ ପକ୍ଷୀ

ଗୀତ ଗା'ରେ ପକ୍ଷୀ

1 min
250

ସ୍ୱପ୍ନ ର କାଉଁରିଆ କାଠି ସବୁ

ମଡ଼଼ ମଡ଼଼ ହେଇ

ଭାଂଗି ପଡ଼ୁଚି ସ୍ମୃତି

ଗୀତ ଗା'ରେ ପକ୍ଷୀ ବୋଲି

କଣ଼ଠ ଫଟାଇ ଲହିଲେ ବି

ପକ୍ଷୀ ଦୁଡ଼ାକ

ବୋଲ ମାନୁ ନାହାନ୍ତି ଯେ


Rate this content
Log in

Similar oriya poem from Abstract