ଘଡ଼ି ଘଡ଼ିକେ ବଦଳେ ସବୁ କିଛି
ଘଡ଼ି ଘଡ଼ିକେ ବଦଳେ ସବୁ କିଛି
ଏଇଠି କ'ଣ ସବୁ ଚାଲିଚି
ବିକଶିତ ତରଂଗ ପରି
ସାଫଲ୍ୟ ର ଶେଷ ପାହାଚ ବୋଲି
ଯେଉଁ ମାନେ ମହୁଫେଣା ପରି
ତୀବ୍ର ହେଇ ପଡ଼ୁଛନ୍ତି
ସେମାନଂକୁ ଅନୁରୋଧ
ଋତୁ କେବେ ଶେଷ ହୁଏନି ॥
ଶେଷ ପରେ ଯଦି ଆରମ୍ଭ କୁ
ଖୋଜାଯିବ
ତେବେ
ଶୋକ ର କାରଣ .....?
