STORYMIRROR

Biranchi Naik

Drama Tragedy Classics

3  

Biranchi Naik

Drama Tragedy Classics

ଗାନ୍ଧିଜୀ

ଗାନ୍ଧିଜୀ

1 min
207

ସ୍ୱାଧୀନ ସ୍ୱାଧୀନ

     ଭାରତ ସ୍ୱାଧୀନ

ଧନ୍ୟ ଆମରି ଜୀବନ

  ଆଗେ ଚଳୁଥିଲା ବ୍ରିଟିଶ ଶାସନ 

ଏବେ ଚଳୁଅଛି ମୋଦି ଶାସନ

   ମୋଦି ର ଶାସନେ ।।

ଖାଇଲେ ଆମେ ଷ୍ଟିଲ ବାସନେ

 କେତେ କଷ୍ଟ କରିଥିଲେ ଗାନ୍ଧୀ

   ଆମେ ତାଙ୍କ ପାଇଁ ଏକାଠି ହେଲେ ବାନ୍ଧି ।।

ଅହିଂସା ନୀତିରେ ସେ ଏକା ଥିଲେ

    ବିଦ୍ରୋହ କରିଣ ସ୍ୱାଧୀନ ଦେଲେ

ଗାନ୍ଧିଜୀ ଥିଲେ ଆମ ପରମ ପୂଜ୍ୟ

    ତାଙ୍କ ପାଇଁ ଆମ ଜୀବନ ବଞ୍ଚିବା ସହଜ

ସେ ଏକା ଆମ ଜାତିର ପିତା

    ହାତେ ଧରିଥିଲେ ଭାଗବତ ଗୀତା

ନାୟକ ନୁହେଁ ସେ ମହା ନାୟକ

    ସ୍ୱାଧୀନତାର ସେ ସହାୟକ

ଯାହାଙ୍କ ନାମ ଗାନ୍ଧି

 ସେ ଆମକୁ ଏକାଠି ରଖିଛନ୍ତି ବାନ୍ଧି

        ସେ ଆମରି ଗାନ୍ଧି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama