STORYMIRROR

Biranchi Naik

Tragedy Fantasy Others

2  

Biranchi Naik

Tragedy Fantasy Others

ଦୁର୍ଗାପୂଜା

ଦୁର୍ଗାପୂଜା

1 min
160


ଦୁଲ୍ ଦୁଲ୍ ଦୁଲ୍ କି ଯାଏସି

ଆମର ଦୁଲ୍ ଦୁଲି ବାଜା

ଯେବେ ଆଏସି ମାଆର୍ ଦୁର୍ଗାପୂଜା ।

ପୂଜା ତ ପୂଜା ଏନ୍ତା ଗୋଟେ ପୂଜା

ନାଇଁ ନାଚିଲେ ମନ ନାଇଁ ଲାଗେ ଫରଚା ।

କେତେ ଉପହାର୍ ଦିଆ ନିଆ ହେସନ୍

ହେଲୋ ହାଇ କହି ଚାଲି ଯାଇ ସନ୍ ।

ଗୋଟେ ବରଷ୍ ପରେ ହେସି ଇ ପୂଜା

କେତେ ବଢ଼ିଆ ଲାଗ୍ ସି ମାଆର୍ ମେଢ଼୍ ସଜ୍ଜା ।।

ମହିଂସା ଶୂର ପଡ଼ିଥିସି ମା ପାଦ୍ ତଲେ

ମାଆ ଦେସି ମାରି ତାକେ ତ୍ରିଶୁଲେ ।।

ମଂହିଂଷାମର୍ଦ୍ଧିନି ବୋଲି ତାକେ କହେସି ଦୁନିଆଁ

ସେ ଆଏ ଆମର୍ ସଭିଙ୍କର ଦୁର୍ଗା ମାଆ ।।

ଆଏଲେ ମାଆର୍ ଦୁର୍ଗା ପୂଜା

ଅଲ୍ ଇଣ୍ଡିଆ ନେ ବାଜ୍ ସି ଡି ଜେ ବାଜା ।।

ତୋର୍ ଛୁଆ ଆମେ ହେବୁ ତୁଇ ସାହା

କରୁଥିବୁଆମ୍ କେ ଏତ୍ କି ଲୋ ଦୟା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy