STORYMIRROR

Brundabana Pradhan

Romance

3  

Brundabana Pradhan

Romance

ଏସୁର ତତେ ରଙ୍ଗ ମଖାମି

ଏସୁର ତତେ ରଙ୍ଗ ମଖାମି

1 min
135


କେତେଦିନର ସପନ ସଥେ 

ଇଥର ଗା ସତ୍ ହେବା

ଫଗୁ ରଙ୍ଗେଁ ରଗେଁଇ ନେମି 

ଏସୁର ତତେ ରଗଁ ମଗାମି। 


ଆଏବା ହୁଲି ମୋର ସପନର ଦୁଲି 

ସେ ଦୁଲିଥିଁ ଦୁଲଉ ଥିମି 

ତୋର୍ ପ୍ରେମ୍ ମହନି ରଙ୍ଗେଁ

ଏସୁର ତତେ ରଙ୍ଗେଇ ନେମି। 


ତୋର ରାଗ୍ ରିସା ସବୁକେ 

ଇ ଫଗୁନେ ସହିନେମି 

ସପନର ସାତ୍ ରଙ୍ଗେ

ତତେ ଏକା ରଙ୍ଗେଇ ନେମି। 


ସୁଖର ସଂସାର ଟେ ଗଢମି ବଲି 

ତୋର୍ ଦେଲା ରଙ୍ଗ ମାଖିନେମି 

ଏସୁର ତ ଗା ମୋର ରାନୀ

ତତେ ଏକା ରଙ୍ଗ ମଖେଇନେମି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance