Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Inspirational

4.3  

DILIP KUMAR SAHOO

Inspirational

ଦୁର୍ଘଟଣା

ଦୁର୍ଘଟଣା

1 min
281


 

 ରାସ୍ତା ନୀୟମ ନମାନେ ଯିଏ

 ଘଟାଏ ଅଘଟଣ

 ଦୁର୍ଘଟଣାରେ ବାଟଘାଟରେ

 ଯାଉଛି କେତେ ପ୍ରାଣ ।             

 ଦୁଇଚକିଆ ଚଳାଉଥିଲେ

ପିନ୍ଧିବା ହେଲ୍ ମେଟ୍

ଚାରିଚକିଆ ଯାନରେ ଗଲେ

ବାନ୍ଧିବା ସିଟ୍ ବେଲ୍ଟ ।

ମୋବାଇଲ ଜାକି ଗପିବାନାହିଁ

ଗାଡି ଚାଳନାବେଳେ

ଛକରେ ଯିବା ଅଟକି ଯେବେ

ନାଲି ଆଲୁଅ ଜଳେ ।

ପିଇଲେ ମଦ ଭାରି ବିପଦ

ମନ ମାନେନି ବୋଲ

ମଦ ପିଇଯେ ଚଲାଏ ଗଡି

ହୁଏ ସେ କଲବଲ ।

ଦୃତ ଗତିତ ବଡ ବିପତ୍ତି

 କଥାଟି ରଖ ମନ

ଗାଡିରେ ବସି ରାସ୍ତାରୁ ଜମା

 ହଟାଅ ନାହିଁ ଧ୍ୟାନ ।

ପାଣି କାଦୁଅ ଖାଲ ଢିପକୁ

 ନଜର ରଖିଥିବ  

ବୁଲା ପଶୁତ ଭାରି ବିପଦ

 ସେଥିକି ଧ୍ୟାନ ଦେବ ।

ଏମିତି କିଛି ଛୋଟିଆ କଥା

ମାନିଲେ ଆମେ ଭାଇ

ବାଟଘାଟରେ ଅଘଟଣତ

ଯିବରେ ଉଣାହୋଇ ।


 


Rate this content
Log in

Similar oriya poem from Inspirational