STORYMIRROR

Susil Pani

Abstract Tragedy Others

2  

Susil Pani

Abstract Tragedy Others

ଦୁନିଆ

ଦୁନିଆ

1 min
13.5K


 

ଦୁନିଆ ଅଟେ ଦୂଈ ନିଆ 

ଏକ ନିଆ ଏନ୍ତୁଡିର 

ଅନ୍ୟ ଏକ ଜୁଇ ନିଆ

ତା ମଧ୍ୟରେ ହସ ଖୁସି

ପାପ ପୂର୍ଣ୍ଣ ଦୁଃଖ ଆଉ ସୁଖ

ସବୁ କୁ ସମାନ ଭାବି

ଯେ କର୍ମ କରୁଥିବ

ସେ ଏକା ଏ ଦୁନିଆରେ

ତିଷ୍ଟି ଯେ ପାରିବ ।

@ ସୁସିଲ୍ ପାଣି ,ପୁରୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract