STORYMIRROR

Firoj Patel

Romance

3  

Firoj Patel

Romance

ଦିଲ ମୋର ଦିୱାନା ହେଲା

ଦିଲ ମୋର ଦିୱାନା ହେଲା

1 min
14.8K


ଅଂଟା ମଲକେଇ ବେନି ହଲେଇ

ଟରୋ ଟରୋ ଚାଲିଗଲା

ସୁଲ୍-ହ ବୟସୀ ମୋର ଦି ଦେଖି

ମୁଳ୍ କିନା ହସିଦେଲା

ଗଲା ଗଲା ଗଲା,,ଗଲାରେ...ଗଲା

ଦିଲ ମୋର ଦିୱାନା ହେଲ ।

#ଫିରୋଜ୍

ମୋର ମନ ମଏନା ଉଡିଉଡି ବୁଲି

ତାର ମନ ଡ଼ାଲେ ବସେ

କାଗଜ ଫୁଲ ବି ତାର ମହକନେ

ଗୁଲା ଫୁଲ ଲେଖେ ଵାସେ

ସେ ହଳଦୀମାଖିର୍ ଗୁଲାପି ଓଠେ

ଦିଲ ମୋର ବାଇ ହେଲା ...

ଗଲା ଗଲା ଗଲା,,,ଗଲାରେ....ଗଲା

ଦିଲ ମୋର ଦିୱାନା ହେଲା ।


କୁଇଲିକଣ୍ଠି ଗୋ ଦିଲ କେ ସିଧା

ଭେଦି ଜିସି ତୋର କଥା

ରାତି ସାରା ମତେ ଝୁମୁରା ନାଇଁ ଗୋ

ସପନେ କରୁଛୁ ଅଥା

ଦିଲ ଦିୱାନି ତୁଇ ହେଇଜା ନ ମୋର

କେତେ କରୁ ଗୁଲ୍-ଗୁଲା ...

ଗଲା ଗଲା ଗଲା,,,ଗଲାରେ....ଗଲା

ଦିଲ ମୋର ଦିୱାନା ହେଲା ।



#ଫିରୋଜ୍ କୁମାର ପଟେଲ

ଅବନକେଲା, ସୁନ୍ଦରଗଡ-୧୯


Rate this content
Log in

Similar oriya poem from Romance