STORYMIRROR

Firoj Patel

Others

2  

Firoj Patel

Others

ଆଗର ଲେଖେ ପ୍ୟାର୍ ନାଇଁ ହେବାର

ଆଗର ଲେଖେ ପ୍ୟାର୍ ନାଇଁ ହେବାର

1 min
14K


ଇ ଥର ମୋର ସବୁ ଫୋଟୋ ଥି

ତମର love react ନାଇଁ ହେବାର

ମୋର ସବୁ romentic status

ଳୁକାଚୁରା ତମକେ tag ନାଇଁ ହେବାର

ଦୁହେ ତ ନିଜର ବାଟେ busy

ସତକେ ସତ ,ଆଜି କାଲି ଆରୁ

ଆଗର ଲେଖେ ପ୍ୟାର୍ ନାଇଁ ହେବାର ।

firoj

ତମର ମୋର ଆଖି ମିଶାମିଶି ବାଲା

ସେ ପହେଲା ଦେଖା

ତମର ଲାଗି ଭାବେ ମହମହ

ମୋର କବିତା ଲେଖା

ଘଣ୍ଟା ଘଣ୍ଟା video call ରେ

ତମର ବାନ୍ଦ୍ରୀ reaction ର୍

Screen short ଆର ନିଆ ନାଇଁ ହେବାର

ରାତି ରାତି ସାର ଝୁମରି ଝୁମରି

କେବେ ନିକହେଲା ମନର ଅକୁହା କଥା

ଆର କାହାକେ କୁହା ନାଇଁ ହେବାର

ସତକେ ସତ ,ଆଜି କାଲି ଆରୁ

ଆଗର ଲେଖେ ପ୍ୟାର୍ ନାଇଁ ହେବାର ।

ଦେଖୁନ ଦେଖୁନ ଆମର

ନାତା ବଦଳି ଗଲା

'ଗୋ' ନୁ 'ହୋ', ଆରୁ

'ଆମର' ନୁ 'ତମର' ହଇଗଲା

ସତର୍ ଦୁନିଆଁ ନେ ତ

ପ୍ରେମ ବଡା ମହଙ୍ଗା ହେଲାନ

Social media ନ ବି

Online setting dating ପରେ

Breakup ବନେ common ହେଲାନ

ମନ ଟେ ନେଇ ମନ ଖୁଜଲେ

ସବୁ ଦିନ ଲାଗି ମନ ଟେ ମିଲବା ବଲି

ଆର ବିଶ୍ୱାସ ନାଇଁ ହେବାର

ସତକେ ସତ ,ଆଜି କାଲି ଆରୁ

ଆଗର ଲେଖେ ପ୍ୟାର୍ ନାଇଁ ହେବାର ।

ଫିରୋଜ୍

ଏଖେଇ ଘଡ଼େକେ ପଲଟିଗଲା ବେଲ

ଗ୍ରହ ନକ୍ଷତ୍ର କଲେ ରୋସ୍

ବେସକ୍ ଆମେ ପାଖେ ଅଛୁଁ

ଫିରବି ଦୁରିଆ କୋସ୍ କୋସ୍

ଘଡ଼େ ଲାଗି ଖୁଜଲେ ତ

ବାଟେ ଘାଟେ ମିଲବେ ସାଥୀ

ସପନେ ସଜେଇ ହେଲା ଲେଖେ

କିହେ ୟାର ନାଇଁ ହେବାର

ସତକେ ସତ, ଆଜି କାଲି ଆରୁ

ଆଗର ଲେଖେ ପ୍ୟାର୍ ନାଇଁ ହେବାର ।


ଫିରୋଜ କୁମାର ପଟେଲ

ଅବନକେଲା, ସୁନ୍ଦରଗଡ-୧୯


Rate this content
Log in