STORYMIRROR

Firoj Patel

Others

2  

Firoj Patel

Others

କହତ..ଇଟା କାଣା ହେଉଛେ ?

କହତ..ଇଟା କାଣା ହେଉଛେ ?

1 min
14.1K



ତୁଇ କହୁଛୁ , ମୁଇଁ ବି କହୁଛେଁ

ଫିରଭି କଥା ଭିତରେ କେତେ କଥା

ବାକି ରହି ଯାଉଛେ...

ପୁରୁଣା ଚାଟ କେ ବାରବାର ପଢ଼ବାର୍

ପ୍ରୋଫାଇଲ ଫଟୋକେ

ଜୁମ୍ କରି ଦେଖିବାର୍ ଥି

ଦିନ ବିତି ଯାଉଛେ...

କହତ..ଇଟା କାଣା ହେଉଛେ?


ମୁଇଁ ଜାନିଛେ,

ଜାନିଜାନି ମୁଇଁ ନିଜେ ହଜୁଛେଁ

କଳ୍ପନା ବର୍ଷା ଥି ଭିଜୁଛେଁ

ଲକ୍ଷେ ପଞ୍ଜୁରୀ ଭାଙ୍ଗୀ

ଖୁଲା ଆକାଶେ ମୋର ଖୁଲା ଉଡାନ୍ ଥି

ମୁଇଁ ନିଜେ ନ ଆକାଭୁତ !

ବୁଝି ନି ହେବାର...

ଇଟା କାଣା ହେଇ ହେଇ ଯାଉଛେ ।


କାଣା ଅଛେ ଆମର୍ ଭିତରେ

ତୁଇ କିଛି ଜାନିଛୁ

ନା ମୁଇଁ କିଛି ଜାନିଛେ

ଫିର ଭି କେନ୍ତା ଅଜାନତେ

ଏତେ କଥା ଜାନି ହେଇ ଯାଉଛେ

ଆହାଃ.....

ଇ ଜୀବନ୍ତ ଜୀବନରେ ମୁଇଁ ଗଦଗଦ

ତୁଇ କହତ..ଇଟା କାଣା ହେଉଛେ ?


ଫିରୋଜ କୁମାର ପଟେଲ

ସୁନ୍ଦରଗଡ-19,9777632330


Rate this content
Log in