Prafulla Chandra padhi
Abstract
ଯଦି ମୁଁ ଭାଙ୍ଗିବାକୁ
ତୟାର଼ ହେଇ ଯିବି
ତମର ସ ଯତନ ଫର୍ଦ୍ଦକୁ
ସମ୍ଭାଳି ନେବ
ଆଗରୁ କହୁଚି ॥
ସାଉଁଟି ନେବାରେ କୁଣ୍ଠା ନାହିଁ
ଫିଟି ଯାଉ ଥିବା ନଈକୁ ।
ରଙ୍ଗ ଦେଇ ଦେଲେ
ତମକୁ ଲାଗୁଚି
ଦଦରା ନାଆ ପରି॥
ସମୁଦ୍ର ଯେମିତି
ସେମିତି ତିଆରି ମୋ
ଫୁଲ ରାସ୍ତା ॥
ଗୀତ ଘର ।
ମୁଁ ପଛେ ପଡ଼ି ଥ...
॥ ସଳିତା॥
॥ ତମ ସ୍ମୃତି ॥
॥ କବିତା ଲେଖା॥
॥ ଆତ୍ମ ଲିପି॥
॥ପିଲା ଦିନ॥
॥ବାପା॥
॥ କବିତା ର ଯାତ...
॥ କୁହୁ କୁହୁ॥
ଜହ୍ନରାତି
ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ
ଅଭାଗିନୀ ଅଭାଗିନୀ
କିତ୍ କିତ୍ କିତ୍ କିତ୍
ପାର୍ବଣ ଶେଷରେ ପାର୍ବଣ ଶେଷରେ
ଖାଇବାକୁ ଗଣ୍ଡେ ଦେବାକୁ ମୋ ମାଆ ପର ଘରେ କାମ କଲା ଘର ଲିପା ପୋଛା ବାସନ ମଜାରେ ମାଆ ହାତେ ଘାଆ ହେଲା ... ଖାଇବାକୁ ଗଣ୍ଡେ ଦେବାକୁ ମୋ ମାଆ ପର ଘରେ କାମ କଲା ଘର ଲିପା ପୋଛା ବାସନ ମଜାରେ ...
ସଙ୍କଟ ମୋଚନୀ ମହିଶା ମର୍ଦ୍ଧିନି ପାପ ସଂହ।ରିନୀ ତୁଲୋ ଅନିଷ୍ଟ ନଶିନି ଦୁଷ୍ଟ ବିନଶିନି ଆସିଛି ଶରଦ କ ସଙ୍କଟ ମୋଚନୀ ମହିଶା ମର୍ଦ୍ଧିନି ପାପ ସଂହ।ରିନୀ ତୁଲୋ ଅନିଷ୍ଟ ନଶିନି ଦୁଷ୍ଟ ବିନଶିନି ...
ଶିବଙ୍କ ବାରଣ ନମାନି ପିତାଙ୍କ ଯଜ୍ଞଶାଳାରେ ମିଳିଲେ ଅପମାନ ପାଇ ପିତାଙ୍କ ପାଖରୁ ଶିବଙ୍କ ବାରଣ ନମାନି ପିତାଙ୍କ ଯଜ୍ଞଶାଳାରେ ମିଳିଲେ ଅପମାନ ପାଇ ପିତାଙ୍କ ପାଖରୁ
ହଳଦିଆ ରଙ୍ଗେ ଖେଳିବା ହୋଲି ହଳଦିଆ ରଙ୍ଗେ ଖେଳିବା ହୋଲି
ଲୀଳାମୟ କାହ୍ନା ଲୀଳାମୟ କାହ୍ନା
ସେହି ୭୫ ବର୍ଷତଳର ପୁରୁଣା ସମ୍ବିଧାନର ଅଧୀନ ଆମେ କିଛି ନିୟମରେ ଏବେ ବ୍ରିଟିଶ ରାଜ୍ ର ଅଧୀନ, ଆମ ସେହି ୭୫ ବର୍ଷତଳର ପୁରୁଣା ସମ୍ବିଧାନର ଅଧୀନ ଆମେ କିଛି ନିୟମରେ ଏବେ ବ୍ରିଟିଶ ରାଜ୍ ର ଅଧ...
ହସ ଯେତେ ମିଛ ଲୁହ ଉପରେ ସନ୍ଦେହ ନାରୀ ନାରୀ ହୋଇ ନାରୀ ପୁରୁଷ ହୋଇଛି ପୁରୁଷ ରାକ୍ଷସ ପାଲଟିଛି ନ ହସ ଯେତେ ମିଛ ଲୁହ ଉପରେ ସନ୍ଦେହ ନାରୀ ନାରୀ ହୋଇ ନାରୀ ପୁରୁଷ ହୋଇଛି ପୁରୁଷ ରାକ୍ଷସ...
ବିଭୁ ପାଦ ପଦ୍ମେ ସମର୍ପିତ ପ୍ରାଣେ ଆସକ୍ତି ଛାଡିବା ଆମେ ମିଛ ଭକ୍ତି ଛାଡି ଭାବରେ ଭଜିବା ଜଗତର ନାଥ ନ ବିଭୁ ପାଦ ପଦ୍ମେ ସମର୍ପିତ ପ୍ରାଣେ ଆସକ୍ତି ଛାଡିବା ଆମେ ମିଛ ଭକ୍ତି ଛାଡି ଭାବରେ ଭଜିବା ଜଗତ...
ବସି ଖାଇଲେ ନ ବାଲି ସରେ ଏହା ଯେ ସତ୍ୟ ଭୁଲି ଯାଅ ନାହିଁ ଜୀବନର ଲକ୍ଷ୍ୟ।। ବସି ଖାଇଲେ ନ ବାଲି ସରେ ଏହା ଯେ ସତ୍ୟ ଭୁଲି ଯାଅ ନାହିଁ ଜୀବନର ଲକ୍ଷ୍ୟ।।
ସୁଝିଦେବି ସମ୍ପି ମୋର ତନୁ ମନ ପ୍ରାଣ ଶେଷରେ ମୋ ଜୁଇ ଶେଯ ପରେ ।। ସୁଝିଦେବି ସମ୍ପି ମୋର ତନୁ ମନ ପ୍ରାଣ ଶେଷରେ ମୋ ଜୁଇ ଶେଯ ପରେ ।।
ଆତ୍ମ ସୁଖ ଛାଡ଼ି ହାସ୍ୟ ବିତରିଲେ ଶୁଦ୍ଧ ପ୍ରେମ ଯାଏ ଝରି । ଆତ୍ମ ସୁଖ ଛାଡ଼ି ହାସ୍ୟ ବିତରିଲେ ଶୁଦ୍ଧ ପ୍ରେମ ଯାଏ ଝରି ।
ସଭା ଓ ଆଲୋଚନା କରି ସଚେତନ କଲେ ହୁଏତ ଏ ଅବସ୍ଥାର କିଛି ପରିବର୍ତ୍ତନ ହେବ। ସଭା ଓ ଆଲୋଚନା କରି ସଚେତନ କଲେ ହୁଏତ ଏ ଅବସ୍ଥାର କିଛି ପରିବର୍ତ୍ତନ ହେବ।
କିଏ ଜାଣେ କେଉଁ ନୂଆ ରୂପ ନେଇ ଆସି ଖେଳିବ ସେ କୁଳେ।। କିଏ ଜାଣେ କେଉଁ ନୂଆ ରୂପ ନେଇ ଆସି ଖେଳିବ ସେ କୁଳେ।।
ତାକୁ ଖାଇ ସର୍ବେ ହୁଅନ୍ତି ଖୁସି କାର୍ତ୍ତିକ ପୂର୍ଣ୍ଣିମା ପାଳନ୍ତି ହସି।। ତାକୁ ଖାଇ ସର୍ବେ ହୁଅନ୍ତି ଖୁସି କାର୍ତ୍ତିକ ପୂର୍ଣ୍ଣିମା ପାଳନ୍ତି ହସି।।
ମହାଶୂନ୍ୟେ ସତେ ଯିବକି ମିଳେଇ ମୂଲଚାଲ ପରା କିଛି ସରିନାହିଁ ! ମହାଶୂନ୍ୟେ ସତେ ଯିବକି ମିଳେଇ ମୂଲଚାଲ ପରା କିଛି ସରିନାହିଁ !
ଭକତି କୁସୁମାଂଜଳି ଭକତି କୁସୁମାଂଜଳି