Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra padhi

Abstract

1  

Prafulla Chandra padhi

Abstract

ଦେବୀ

ଦେବୀ

1 min
376


ନିର଼ଜନତା ର ଶଦ୍ଦମୟୀ ଝରଣା

ଗୀତିମୟ ତା'ରୂପ ର ବନ୍ୟା

ଢଳ ଢଳ ପଦ୍ମ ପତ୍ର ର ଜଳ ଟୋପା

ନୀଳ ଆଖି

ଆଶା ବାଡ଼ି ପରି

ଗଭୀର ପ୍ରତ୍ୟୟ ଦିଏ

ଶୁଭ ମୟୀ,ପ୍ରୀତି ମୟୀ,ରୂପ ମୟୀ

ନୀଳ ଢେଉ ସାଗର ର ସେ

ଏମିତି କିଛି ଲେଖନୀ ସାମଗ୍ରୀ ସରିଚି

ତା'ରୂପ ପଣତ ରେ

ସେ କାଳ ରୁ ଏ କାଳ

ନାରୀ ର ପଣତ ରେ

ମୁହଁ ପୋଛି ଦେଲେ

ଲାଗେ :ଦୁଃଖ ସବୁ ଝଡ଼ିଗଲେ

ମଳି ଧୂଳି ହେଇ


Rate this content
Log in

Similar oriya poem from Abstract