STORYMIRROR

Prafulla Chandra padhi

Abstract Others

2  

Prafulla Chandra padhi

Abstract Others

ଦୋଳି

ଦୋଳି

1 min
2.7K

ସୁଖ ର ଦୋଳି ରେ

କେବେ ତ'

କେବେ ଦୁଃଖର

ଆକାଶରେ

ମି଼ଂଜି ମିଂଜି ତରା !

ଜୀବନ ବୋଇଲେ ତ

ଏମିତି

ଦୁଃଖ କୁ

କ'ଣ ବୁଝାଇ ହୁଏ

ସକଳ ପ୍ରାଚୁର୍ୟ୍ଯ ଭିତରେ

ଦୁଃଖ ଥାଏ

ଲୁଚିଛପି ॥

ସୁଖର ଫୁଲ ବଗିଚାରେ

କେବେ ତ'

କେବେ ଦୁଃଖର

ମଉଳା ଫୁଲର ପାଖୁଡାରେ

ସୁଖର ଦୁଃଖର

ଦାେ'ଛକି ରେ ଜୀବନ ॥



Rate this content
Log in

Similar oriya poem from Abstract