Kartik The Poet
Abstract Romance
ଯଦି କେବେ ପ୍ରେମର ଗୋଲାପ ପାଖୁଡାକୁ
ଚୁମିବାକୁ ଯାଇ କଣ୍ଟାର ଆଘାତେ
ମୋ ଓଠରୁ ରକ୍ତ ଝରି ଯାଏ,
ଆଉ ଏ ନିଷ୍ଠୁର ଦୁନିଆ ଆଙ୍ଗୁଠି ଦେଖାଇ ପ୍ରଶ୍ନ କରେ
ଏ ରକ୍ତ କେଉଁଠୁ ଆସିଲା !!
ମୁଁ ଟିକେ ନୀରବେ ହସିଦେଇ
କହିଦେବି
ମୋ ପ୍ରିୟାର ଶକ୍ତ ଚୁମ୍ବନରେ
ମୋ ଓଠରୁ ରକ୍ତ ଝରିଗଲା ll
ସେ କବି ଟିଏ
କୁନି ଝିଅ ହାତ...
"ହ" ରୁ "ହସ"
ସେ ଦାଦନ ଟିଏ
ଚୁମ୍ବନ
କିନ୍ନର ର ଅଭିବ୍ୟକ୍ତି କିନ୍ନର ର ଅଭିବ୍ୟକ୍ତି
ଅଭାଗିନୀ ଅଭାଗିନୀ
କିତ୍ କିତ୍ କିତ୍ କିତ୍
ପାର୍ବଣ ଶେଷରେ ପାର୍ବଣ ଶେଷରେ
କିଏ ଜଣେ କହି ଦେଇଗଲା ତୁମେ ପରା ସବୁ ହୃଦୟରେ ମୁଁ ନିରେଖି ଦେଖିଲି ମୋ ମନ ଭିତରକୁ ବହୁ ବେଳ ଯାଏଁ ସେ କିଏ ଜଣେ କହି ଦେଇଗଲା ତୁମେ ପରା ସବୁ ହୃଦୟରେ ମୁଁ ନିରେଖି ଦେଖିଲି ମୋ ମନ ଭିତରକୁ ବହୁ ବେଳ...
ବିଜୟା ଦଶମୀ ବିଜୟା ଦଶମୀ
ସଙ୍କଟ ମୋଚନୀ ମହିଶା ମର୍ଦ୍ଧିନି ପାପ ସଂହ।ରିନୀ ତୁଲୋ ଅନିଷ୍ଟ ନଶିନି ଦୁଷ୍ଟ ବିନଶିନି ଆସିଛି ଶରଦ କ ସଙ୍କଟ ମୋଚନୀ ମହିଶା ମର୍ଦ୍ଧିନି ପାପ ସଂହ।ରିନୀ ତୁଲୋ ଅନିଷ୍ଟ ନଶିନି ଦୁଷ୍ଟ ବିନଶିନି ...
ଶିବଙ୍କ ବାରଣ ନମାନି ପିତାଙ୍କ ଯଜ୍ଞଶାଳାରେ ମିଳିଲେ ଅପମାନ ପାଇ ପିତାଙ୍କ ପାଖରୁ ଶିବଙ୍କ ବାରଣ ନମାନି ପିତାଙ୍କ ଯଜ୍ଞଶାଳାରେ ମିଳିଲେ ଅପମାନ ପାଇ ପିତାଙ୍କ ପାଖରୁ
ତୁମ ଦର୍ଶନ ତୁମ ବିଚାର ସଭିଏଁ କରନ୍ତୁ ତା'ର ଆଦର ତୁମ ଆଦର୍ଶରେ ସଭିଏଁ ହୁଅନ୍ତୁ ଅନୁପ୍ରାଣିତ ... ତୁମ ଦର୍ଶନ ତୁମ ବିଚାର ସଭିଏଁ କରନ୍ତୁ ତା'ର ଆଦର ତୁମ ଆଦର୍ଶରେ ସଭିଏଁ ...
ଈର୍ଷା ଈର୍ଷା
ହଳଦିଆ ରଙ୍ଗେ ଖେଳିବା ହୋଲି ହଳଦିଆ ରଙ୍ଗେ ଖେଳିବା ହୋଲି
ପୁତ୍ରର ବିଳାପ ପୁତ୍ରର ବିଳାପ
ବସି ଖାଇଲେ ନ ବାଲି ସରେ ଏହା ଯେ ସତ୍ୟ ଭୁଲି ଯାଅ ନାହିଁ ଜୀବନର ଲକ୍ଷ୍ୟ।। ବସି ଖାଇଲେ ନ ବାଲି ସରେ ଏହା ଯେ ସତ୍ୟ ଭୁଲି ଯାଅ ନାହିଁ ଜୀବନର ଲକ୍ଷ୍ୟ।।
ସୁଝିଦେବି ସମ୍ପି ମୋର ତନୁ ମନ ପ୍ରାଣ ଶେଷରେ ମୋ ଜୁଇ ଶେଯ ପରେ ।। ସୁଝିଦେବି ସମ୍ପି ମୋର ତନୁ ମନ ପ୍ରାଣ ଶେଷରେ ମୋ ଜୁଇ ଶେଯ ପରେ ।।
ଆତ୍ମ ସୁଖ ଛାଡ଼ି ହାସ୍ୟ ବିତରିଲେ ଶୁଦ୍ଧ ପ୍ରେମ ଯାଏ ଝରି । ଆତ୍ମ ସୁଖ ଛାଡ଼ି ହାସ୍ୟ ବିତରିଲେ ଶୁଦ୍ଧ ପ୍ରେମ ଯାଏ ଝରି ।
ସଭା ଓ ଆଲୋଚନା କରି ସଚେତନ କଲେ ହୁଏତ ଏ ଅବସ୍ଥାର କିଛି ପରିବର୍ତ୍ତନ ହେବ। ସଭା ଓ ଆଲୋଚନା କରି ସଚେତନ କଲେ ହୁଏତ ଏ ଅବସ୍ଥାର କିଛି ପରିବର୍ତ୍ତନ ହେବ।
କିଏ ଜାଣେ କେଉଁ ନୂଆ ରୂପ ନେଇ ଆସି ଖେଳିବ ସେ କୁଳେ।। କିଏ ଜାଣେ କେଉଁ ନୂଆ ରୂପ ନେଇ ଆସି ଖେଳିବ ସେ କୁଳେ।।
ତାକୁ ଖାଇ ସର୍ବେ ହୁଅନ୍ତି ଖୁସି କାର୍ତ୍ତିକ ପୂର୍ଣ୍ଣିମା ପାଳନ୍ତି ହସି।। ତାକୁ ଖାଇ ସର୍ବେ ହୁଅନ୍ତି ଖୁସି କାର୍ତ୍ତିକ ପୂର୍ଣ୍ଣିମା ପାଳନ୍ତି ହସି।।
ମହାଶୂନ୍ୟେ ସତେ ଯିବକି ମିଳେଇ ମୂଲଚାଲ ପରା କିଛି ସରିନାହିଁ ! ମହାଶୂନ୍ୟେ ସତେ ଯିବକି ମିଳେଇ ମୂଲଚାଲ ପରା କିଛି ସରିନାହିଁ !
ଭକତି କୁସୁମାଂଜଳି ଭକତି କୁସୁମାଂଜଳି