STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

ଚିତ୍ରମୟ ଚିତ୍ର ଆଡ଼କୁ ଆସ

ଚିତ୍ରମୟ ଚିତ୍ର ଆଡ଼କୁ ଆସ

1 min
310

ଆସ ରଂଗମୟ ପର୍ବରେ

ମନ ଖୋଲା ଚିତ୍ର ଆଂକିବା

କବିତା ଲେଖିବା

ମହ ମହ ବାସିବ

ପ୍ରତି ହୃଦୟ ର କୋଣ

ଆସ ଚିତ୍ରମୟ ଚିତ୍ର ରେ

ଆମେ ସବୁ ଚିତ୍ରିତ

ହେଇ ଯିବା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract