STORYMIRROR

Prafulla Chandra padhi

Abstract

2  

Prafulla Chandra padhi

Abstract

ଚିର କାଳ ତମରି ଦୃଶ୍ୟ ହିଁ

ଚିର କାଳ ତମରି ଦୃଶ୍ୟ ହିଁ

1 min
174

ମୁଁ କେବେ କାହାକୁ ଭେଟି ନାହିଁ

ତମ ଛଡ଼ା

ସପନ ବଣର ରାଜକୁମାର ହେଇ

ଢେର଼ ସ୍ୱପ୍ନ ଦେଖିଛି ମୁଁ

ସତ କହୁଚି,କାହାକୁ ଅନୁରାଗ ରେ

ବାଂଧି ପାରିନି

ତମ ଛଡ଼ା

ପ୍ରଶ୍ୱାସ ରେ ତମେ ପଶି ଯାଉଚ

ଶାଦ୍ଦିକ ରଂଗ ପରି

ମହାବାହୁ

କାହାକୁ ପାଇନି

ଏତେ ନିକଟ ରେ

ତମ ଛଡ଼ା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract