STORYMIRROR

ଵଳରାମ ତରାଈ

Tragedy

3  

ଵଳରାମ ତରାଈ

Tragedy

ଚାଷୀ ଆତ୍ମହତ୍ୟା

ଚାଷୀ ଆତ୍ମହତ୍ୟା

1 min
130

ଚାଷୀ ଭାଇ ତୁମେ 

କରବନି ଆତ୍ମହତ୍ୟା

ଆମ ଦେଶର ତୁମେ ଭାଗ୍ୟ ବିଧାତା

ତୁମ ଚାଷ କାମ ରେ ନାହିଁ କେ ବଡ 

ଆସୁ ପଛେ ମରୁଡି ଆସୁ ବାଧା ବିଘ୍ନ 

ଛାଢିବନି ତୁମ ଫସଲ ବାଡି

ବନ୍ୟା ଓ ବାତ୍ୟା ସହ ଲଢ଼େଇ କରି

ଚାଷ କ୍ଷେତରେ ତୁମେ ପରିଶ୍ରମ କରି

ଦେଶର ତୁମେ ଅନୂଦାତା

ଖରା ବର୍ଷାରେ ନାହିଁ ଡର

ଚାଷ ଜମି ତୁମ ବେକୁଣୃ ପୁର

ତମ ପାଇଁ ଆଜି ଭଳିକି ଭଳି ରାଜନେତା

ଯୋଜନା ନାମରେ ଯୋଜନା

ସମସ୍ୟା ଥିଲେ କର ଲଢ଼େଇ

ବିଚଳିତ ନହୋଇ ନକରି ଆତ୍ମହତ୍ୟା

ତୁମ ସାଥେ ପରା ଅଛି ଆମ ଭାରତ ମାତା

ଭାରତ ମାତାର ବୀର ତୁମେ ବଡ ତମେ

ଖାଲି ତମ ପାଇଁ ଛାଲିଛି ରାଜନୀତି ବିଜ୍ଞାନରେ ଚର୍ଚ୍ଚା

ଗଣମାଧ୍ୟମ ଓ ସରକାର ତମ ପାଇଁ ଏବେ କରିଛନ୍ତି ବହୁତ କଥା

ଆମ ମିଡ଼ିଆ ଭାଇ କରିଛନ୍ତି ତମର ଚର୍ଚ୍ଚା

ମୃତ୍ୟୁକି ତୁମର ଶେଷ ନିଷ୍ପତ୍ତି

ମୃତ୍ୟୁ କଲେ ତୁମେ ସୁଝି ଦେବକୀ

କୃଷିଋଣ ସୁଝିବାର

ବୀର ମାଟିର ବୀର ସନ୍ତାନ ତୁମେ

ଶୋଭାପାଏ ନାହିଁ ଭୀରୁତା

ଚାଷୀଭାଇ ର ଆତ୍ମହତ୍ୟା 

ଚିନ୍ତା କରିଛ କି ତୁମ ଅନ୍ତେ କିଏ

କି ହେବ ଛୁଆ ପିଲାର ଭବିଷ୍ୟତ 

କେଦେବ ତାଙ୍କ ପରିବାରକୁ ଆହାର

କର୍ମ ହିଁ ଜୀବନ କର୍ମ ହିଁ ସଂଗ୍ରାମ

ଜାଣିନାହଁ କି ତୁମେ ଏକଥା 

ଚାଷୀଭାଇ ର ଆତ୍ମହତ୍ୟା 

ଚାଷ କରି ତୁମେ ରଖିଦେଲ ଓଡିଶାରେ

ଆଉ ଓଡିଶା ବାହାରେ ତୁମ ଚାଷୀ ସମାବେଶ

କରନାହିଁ ତମେ ଆତ୍ମହତ୍ୟା

କରନାହିଁ ତମେ ଆତ୍ମହତ୍ୟା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy