STORYMIRROR

Manash Ranjan Pattanaik

Abstract

2  

Manash Ranjan Pattanaik

Abstract

ଚାରୁଚନ୍ଦ୍ରାବତୀ

ଚାରୁଚନ୍ଦ୍ରାବତୀ

1 min
125


ଚନ୍ଦ୍ରବଦନି ଗୋ ଚାରୁଚନ୍ଦ୍ରାବତୀ ମନ ମୋ ଦୋହଲି ଯାଏ


ଗଭିର ନିଦ୍ରାରେ ଯେବେ ଶୋଇପଡେ ମତେ କିଏ ଭିଡି ଥାଏ


ତଥାପି ଜାଣିଛି ତୁମେ ଆସିବନି ଫେରିବାର ବାଟ ନାହିଁ 


ମୋ ଜୁଈ ଜଳିବା ସମୟ ଆସିଲେ ଥରେ ଦେବ ଆସି ଚାହିଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract