STORYMIRROR

Susanta Dash

Tragedy

2  

Susanta Dash

Tragedy

ବ୍ରେକ୍

ବ୍ରେକ୍

1 min
2.5K


କେଉଁଠି ନା କେଉଁଠି

ସମସ୍ତେ ଅଟକି ଯାଆନ୍ତି

ଏକଲା ହୋଇ,

ଯେପରି ସରି ସରି ଯାଉଥିବା

ବୁଢାର ବୟସ

ହଠାତ୍ ଅଟକିଯାଏ

ଆମ ସମସ୍ତଙ୍କୁ ଏକା କରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy