STORYMIRROR

Satyaprakash Sethy, M. A(UGC NET)

Inspirational

4  

Satyaprakash Sethy, M. A(UGC NET)

Inspirational

ବନୀକରଣ

ବନୀକରଣ

1 min
339


ଜଳବାୟୁର ତ ପରିବର୍ତ୍ତନରେ

ଗ୍ରୀଷ୍ମ ପ୍ରବାହ ବଢୁଛି

ବରଫ ଚଟାଣ ହ୍ରାସ ପାଏ ବେଗେ

ସମୁଦ୍ର ସ୍ଥର କମୁଛି।

ସମୁଦ୍ର ପତ୍ତନ ଉପରି ଭାଗର

ଜଳବାୟୁ ବଦଳୁଛି 

ସାମୁଦ୍ରିକ ଝଡ଼ ଉତ୍ପତ୍ତି ତହିଁରୁ

 କ୍ଷୟକ୍ଷତି ସାଧୁଅଛି।।

ଏଥିରୁ ନିସ୍ତାର ମିଳିବନି କେବେ

ବନୀକରଣଟି ଚାହିଁ

ନୋହିଲେ ସ୍ରୁଷ୍ଟି ତ ବିନାଶ ହୋଇବ

ପାରିବନି କେହି ରୋକି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational